ପୂର୍ବତନ ବିଜେପି ବିଧାୟକଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର: ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତିଙ୍କୁ ହାଇକୋର୍ଟ ଆଜି ନବଦିଗନ୍ତ ଚିଟ୍‌ ଫଣ୍ଡ ଠକେଇ ମାମଲାରେ ସର୍ତ୍ତମୂଳଳ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ବଦଳରେ ହାଇକୋର୍ଟ ଶ୍ରୀ ବଗର୍ତ୍ତୀଙ୍କୁ ଏହି ଜାମିନ ଦେଇଛନ୍ତି । ନବଦିଗନ୍ତ ଚିଟଫଣ୍ଡ ମାମଲାରେ ୨୦୧୪ ନଭେମ୍ବରରେ ପୂର୍ବତନ ବିଧାୟକ ଶ୍ରୀ ବଗର୍ତ୍ତୀଙ୍କୁ ସିବିଆଇ ଗିରଫ କରିଥିଲା

ସମ୍ବନ୍ଧିତ ଖବର