ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୧.୬୫ ଫୁଟ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୧.୬୫ ଫୁଟରେ ପହଞ୍ଚିଛି। ଶୁକ୍ରବାର ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧୩,୮୫୮ ଘନଫୁଟ ପାଣି ପ୍ରବେଶ କରୁଥିବା ବ‌େଳେ ୧୩,୮୫୮ ଘନଫୁଟ ପାଣି ନିଷ୍କାସିତ ହୋଇଛି। ୨୪ ଘଣ୍ଟାରେ ଉପରମୁଣ୍ଡରେ ୦.୦୮ ଏମଏମ ଏବଂ ତଳମୁଣ୍ଡରେ ୨.୫୭ ଏମଏମ ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର