ହୀରାକୁଦ ଜଳସ୍ତର ୬୨୯.୫୪ ଫୁଟ

ସମ୍ବଲପୁର : ରବିବାର ରାତି ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୯.୫୪ ଫୁଟ ରହିଛି। ଜଳଭଣ୍ତାର ମଧ୍ୟକୁ ସେକେଣ୍ତ ପ୍ରତି ୮ ହଜାର ୪୨୭ କ୍ୟୁସେକ ପାଣି ପ୍ରବେଶ କରୁଥିଲା ବେଳେ ବିଭିନ୍ନ ବାଟ ଦେଇ ୧୨ ହଜାର ୮୧୯ କ୍ୟୁସେକ ପାଣି ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦର ଉଭୟ ମୁଣ୍ଡରେ ‌ଆଦୌ ବର୍ଷା ହୋଇନଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର