ରିପୋର୍ଟ ଦାଖଲ କଲା ଗୃହ କମିଟି

ଭୁବନେଶ୍ବର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟର ମିତ୍ରଙ୍କ ସଂପର୍କରେ ଗୃହ କମିଟି ଆଜି ତାଙ୍କ ରିେପାର୍ଟ ବିଧାନସଭାକୁ େଦଇଛନ୍ତି। ଗୃହ କମିଟିର ଅଧ୍ୟକ୍ଷ ତଥା ବିେରାଧୀ ଦଳ େନତା ନରସିଂହ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା େଦଇଥିେଲ। େତବେ କମିଟିର ରିେପାର୍ଟ ଆସନ୍ତାକାଲି ବାଚସ୍ପତି ଗୃହ ସାମ୍ନାକୁ ଆଣିପାରନ୍ତି। ଆଜି ଗୃହରେ ଅଚଳାବସ୍ଥା କାରଣରୁ ଏହି ରିେପାର୍ଟ ଉପସ୍ଥାପିତ େହାଇପାରିନାହିଁ। ବିଧାନସଭାର ସଭ୍ୟଙ୍କ ବିେରାଧରେ ଅଭିଜିତ ଆପତ୍ତିଜନକ ମନ୍ତବ୍ୟ େଦଇଥିବା କାରଣରୁ ବାଚସ୍ପତି ଗୃହ କମିଟି ଗଠନ କରିଥିେଲ।

ସମ୍ବନ୍ଧିତ ଖବର