ନିଷିଦ୍ଧାଞ୍ଚଳରେ ମାଳମାଳ ଟ୍ରଲର୍‌

କୋଣାର୍କ : ସଂପ୍ରତି ଅଲିଭରିଡ୍‌ଲେ କଇଁଛଙ୍କ ମିଳନ ୠତୁ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମୁଦ୍ର ମଧ୍ୟରେ ଅଲିଭ୍‌ରିଡ୍‌ଲେଙ୍କ ମିଳନ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ରୂପେ ଘୋଷଣା କରାଯାଇଛି। ଏହି ନିଷିଦ୍ଧାଞ୍ଚଳରୁ ମାଛଧରିବା ଉପରେ କଟକଣା ଥିବା ସତ୍ତ୍ୱେ ଏହାକୁ ଖାତିର ନକରି ମାଳମାଳ ମାଛଧରା ଟ୍ରଲର୍‌ ଚନ୍ଦ୍ରଭାଗାଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ସମୁଦ୍ରର ନିଷିଦ୍ଧାଞ୍ଚଳରୁ ମାଛ ମାରୁଥିବା ପରିଲକ୍ଷିତ ହୋଇଛି ।

ସମ୍ବନ୍ଧିତ ଖବର