କଟକ: ଓଡ଼ିଶାପୁଲିସରନୂତନଡିଜିଭାବେଦାୟିତ୍ୱନେଲେବରିଷ୍ଠଆଇପିଏସଅଫିସରଅଭୟ।୧୯୮୬ବ୍ୟାଚରଆଇପିଏସଅଭୟଏଥିପୂର୍ବରୁହାଇଦ୍ରାବାଦସ୍ଥିତଜାତୀୟପୁଲିସଏକାଡେମୀରନିର୍ଦ୍ଦେଶକଥିଲେ।କେନ୍ଦ୍ରୀୟଡେପୁଟେସନରୁଫେରିବାପରେଆଜିଆନୁଷ୍ଠାନିକଭାବେରାଜ୍ୟପୋଲିସମହାନିର୍ଦ୍ଦେଶକଭାବେଦାୟିତ୍ୱଗ୍ରହଣକରିଛନ୍ତିଅଭୟ।ଆଜିମଧ୍ୟାହ୍ଣରେନୂଆଦିଲ୍ଲୀରୁଭୁବନେଶ୍ବରଆସିପହଞ୍ଚିବାପରେତାଙ୍କୁବିମାନବନ୍ଦରରେଭୁବନେଶ୍ବର-କଟକପୁଲିସକମିସନରସୁଧାଂଶୁଷଡ଼ଙ୍ଗୀଓଅନ୍ୟବରିଷ୍ଠଅଧିକାରୀସ୍ବାଗତକରିଥିଲେ।ଏହାପରେସେକଟକସ୍ଥିତପୁଲିସମୁଖ୍ୟାଳୟକୁଯାଇଅନ୍ତରୀଣପୁଲିସଡିଜିସତ୍ୟଜିତମହାନ୍ତିଙ୍କଠାରୁଦାୟିତ୍ବଗ୍ରହଣକରିଥିଲେ। ଏହାପରେ ସେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଠାରୁ ଅଭିବାଦନ ଗ୍ରହଣ କରିବା ସହ ସୌଜନ୍ୟମୂଳକ ବାର୍ତ୍ତାଳାପ କରିଥିଲେ।
ଦାୟିତ୍ୱ ଗ୍ରହଣ ପରେ ନୂଆ ଡିଜି ଅଭୟ ପ୍ରତିକ୍ରିୟା ରଖି କହିଥିଲେ, ପୁଲିସ ବିଭାଗରେ ‘ମୋ ସରକାର ଯୋଜନା’ ଓ ‘୫-ଟି’କୁ କାର୍ଯ୍ୟାନ୍ଵିତ କରିବା ଦିଗରେ ଅଧିକ ଗୁରୁତ୍ୱ ଦିଆଯିବ। ମହିଳା ଓ ଦୁର୍ବଳ ଶ୍ରେଣୀଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ। ସାଧାରଣ ଲୋକ ଥାନାକୁ ଅଭିଯୋଗ ଲାଗି ଆସିଲେ ସେମାନଙ୍କୁ ସୁବ୍ୟବହାର ପ୍ରଦର୍ଶନ ଉପରେ ମଧ୍ୟ ଅଗ୍ରାଧିକାର ଦିଅାଯିବ। ଏଥିସହିତ ନକ୍ସଲ ଓ ମାଫିଆଙ୍କ ଦମନ ଦିଗରେ କାର୍ଯ୍ୟ କରାଯିବା ସହିତ ଓଡ଼ିଶା ପୁଲିସର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରାଯିବ ବୋଲି ଡିଜି ଅଭୟ କହିଛନ୍ତି।
ଉଲ୍ଲେଖାଯାଗ୍ୟ,ଅଗ୍ନିନିରାପତ୍ତାସାର୍ଟିଫିକେଟ୍ଦେବାରେଅନିୟମିତତାଅଭିଯୋଗରେପୂର୍ବତନପୋଲିସଡିଜିବିଜୟଶର୍ମାଙ୍କବଦଳିପରେଅଭୟଙ୍କୁନୂଆଡିଜିପିଭାବେନିଯୁକ୍ତକରିଥିଲେରାଜ୍ୟସରକାର।କିନ୍ତୁସେତେବେଳେଅଭୟଡେପୁଟେସନରେଥିବାହେତୁସତ୍ୟଜିତମହାନ୍ତିଙ୍କୁମଧ୍ୟବର୍ତ୍ତୀକାଳୀନପୋଲିସଡିଜିଭାବେଦାୟିତ୍ୱଦିଆଯାଇଥିଲା।ତେବେଦାୟିତ୍ୱଗ୍ରହଣକରିବାପରେଅଭୟଙ୍କନିକଟରେଅନେକବଡବଡଚ୍ୟାଲେଞ୍ଜରହିଛି।