ଜୟଙ୍କୁ ମିଳିଲାନି ଜାମିନ

ବରଗଡ଼ : ବନାବିରା ଆକ୍ରମଣ ଘଟଣାରେ ଗିରଫ ହୋଇ ସୋହେଲା ଜେଲ୍‌ ହାଜତରେ ଥିବା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ଚିନ୍ତା ଆହୁରି ବଢ଼ିଛି। ମଂଗଳବାର ପଦ୍ମପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଜାମିନ ଆବେଦନକୁ ପୁନର୍ବାର ଖାରଜ କରିଥିବା ଜୟଙ୍କ ଓକିଲ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତମାସ ୧୫ ତାରିଖ ଜୟନାରାୟଣ ମିଶ୍ର ବନାବିରା ଆକ୍ରମଣ ମାମଲାରେ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର