ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାରେ କଂଗ୍ରେସର ସ୍ଥିତି ଏବେ ଦୋଦୁଲ୍ୟମାନ ସ୍ଥିତିରେ। ଜିଲ୍ଲା କଂଗ୍ରେସ କମିଟି ସଭାପତି ଥିବା ଗିରୀଶ ପଣ୍ଡା ଦଳରେ ନିଜକୁ ଅବହେଳିତ ମନେ କରି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।
ଝାରସୁଗୁଡ଼ା କଂଗ୍ରେସ ସଭାପତିଙ୍କ ଇସ୍ତଫା
/sambad/media/post_attachments/wp-content/uploads/2019/04/cong-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)