ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳସଚିବ ପଦ ପାଇଁ ଯୁଗ୍ମ ସଚିବଙ୍କୁ ବଦଳି

0 9

ଭୁବନେଶ୍ବର : ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ଯୁଗ୍ମ ସଚିବ ରାଜଶ୍ରୀ ସିଂହଙ୍କୁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳସଚିବ ପଦବି ନିମନ୍ତେ ବଦଳି କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ତେବେ ବିଶ୍ବବିଦ୍ୟାଳୟର ଆଇନ ମୁତାବକ ଶ୍ରୀମତୀ ସିଂହଙ୍କ ନିଯୁକ୍ତି ସଂପର୍କିତ ବିଜ୍ଞପ୍ତି ରାଜ୍ୟପାଳଙ୍କ ସଚିବାଳୟ ତରଫରୁ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.