ଜୁନ୍‌ ପହିଲାରୁ ପ୍ରତି ପରିବାରକୁ ମିଳିବ ୨.୫ ଲିଟର କିରାସିନି

ଭୁବନେଶ୍ୱର: ଆସନ୍ତା ଜୁନ୍‌ ପହିଲାରୁ ପ୍ରତି ପରିବାରକୁ ୨.୫ ଲିଟର କିରାସିନି ମିଳିବ। ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୮୪ ଲକ୍ଷ ପରିବାରଙ୍କୁ କିରାସିନି ବଣ୍ଟନ କରାଯିବ। ଆଜି ଏ ସଂପର୍କରେ ଘୋଷଣା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ବର୍ତମାନ ପ୍ରତି ପରିବାର ପିଛା ୬୫୦ ମିଲିଲିଟର କିରାସିନି ଦିଆଯାଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର