କେନ୍ଦୁପତ୍ର କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଭେଟି: ଅବ୍ୟାହତି ବୟସ ସୀମା ୬୦ରୁ ୬୨କୁ ବୃଦ୍ଧି

ଭୁବନେଶ୍ୱର: କେନ୍ଦୁପତ୍ର କର୍ମଚାରୀଙ୍କ ରାଜ୍ୟ ସରକାର ଗୁରୁବାର ଏକ ଭଲ ଖବର ଆଣିଛନ୍ତି। ସରକାର କେନ୍ଦୁପତ୍ର କର୍ମଚାରୀଙ୍କ ଅବ୍ୟାହତି ବୟସ ସୀମା ୬୦ରୁ ୬୨କୁ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାର ଏହି ପଦକ୍ଷେପ ନେବା ପରେ ୧୯ଟି କେନ୍ଦୁପତ୍ର ଡିଭିଜନର ୧୮,୦୨୮ କର୍ମଚାରୀ ଉପକୃତ ହେବେ। ମୁନ୍‌ସୀ, ଚପରାଶୀ, ବନ୍ଧାଳୀ ଓ ଚେକର ଆଦି କେନ୍ଦୁପତ୍ର କର୍ମଚାରୀମାନେ ଉପକୃତ ହେବେ।

ସମ୍ବନ୍ଧିତ ଖବର