ଖୋର୍ଦ୍ଧା: ୨୮ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ; ଜଣେ ଗିରଫ

ଖୋର୍ଦ୍ଧା: ଶୁକ୍ରବାର ପୂର୍ବାହ୍ନରେ ଖ୍ରୀଷ୍ଟିଆନ ସାହିରେ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ କରାଯାଇଥିବା ଚଢ଼ଉରେ ୧୦୫ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଏବଂ ନଗଦ ୫୮ ହଜାର ଟଙ୍କା ଜବତ କରାଯାଇଛି।

ଖ୍ରୀଷ୍ଟିଆନ୍‌ ବୃନ୍ଦାବନ ସାହୁ ଓରଫ୍‌ କାଳିଆ ଘରୁ ଉକ୍ତ ବ୍ରାଉନ୍‌ ସୁଗାର ଏବଂ ଟଙ୍କା ଜବତ କରାଯାଇଛି। ସେତିକ ବ୍ରାଉନ୍‌ ସୁଗାରର ମୂଲ୍ୟ ପ୍ରାୟ ୨୮ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ବ୍ରାଉନ୍‌ ସୁଗାର ବାଲେଶ୍ୱରରୁ ଏଠାକୁ ଅଣାଯାଉଥିବା କଥା ତଦନ୍ତରୁ ଜଣା ପଡ଼ିଛି।

ସମ୍ବନ୍ଧିତ ଖବର