ଖୋର୍ଦ୍ଧା: ଟ୍ରେନ୍‌ରୁ ଖସିପଡ଼ି ଯୁବକ ମୃତ

ଖୋର୍ଦ୍ଧା: ରବିାର ସକାଳେ ସାନପଦର ରେଳବାଇ କ୍ରସିଙ୍ଗ୍‌ ନିକଟରେ ଟ୍ରେନ୍‌ରୁ ଖସି ପଡ଼ିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।

ମୃତ ଯୁବକଜଣକ ହେଉଛନ୍ତି ବେଗୁନିଆ ଥାନା ସାନପଦର ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଶରଣପୁର ମୌଜାର କବି ପ୍ରଧାନଙ୍କ ପୁଅ ପିଙ୍କୁ।

ଆଜି ସକାଳେ ପିଙ୍କୁ ରେଳ ଯୋଗେ ସୁନାଖଳାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଏ ଭଳି ଅଘଟନ ଘଟିଛି।

ଗ୍ରାମବାସୀମାନେ ପ୍ରଶାସନ ତରଫରୁ କ୍ଷତିପୂରଣ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର