ଜୟପୁର: ଭିଜିଲାନ୍‌ସ୍‌ ହାବୁଡ଼ରେ ଅନୁସୂଚିତ ଜାତି/ଜନଜାତିର ସହକାରୀ ଅଡିଟ୍‌ ଅଫିସର୍‌

ଜୟପୁର: ଶନିବାର ପୂର୍ବାହ୍ନରେ ଅନୁସୂଚିତ ଜାତି/ଜନଜାତିର ଜଣେ ସହକାରୀ ଅଡିଟ୍‌ ଅଫିସର୍‌ଙ୍କୁ ଭିଜିଲାନ୍‌ସ୍‌ ଧରିଛି।

ଅଭିଯୁକ୍ତ ଅଧିକାରୀ ଆର୍ତ୍ତବନ୍ଧୁ ରାଉତ ମାଲକାନଗିରିର ଇଟ୍‌ଡାରୁ ଫେରୁଥିବା ବେଳେ ବାଟରେ ତାଙ୍କୁ ଭିଜିଲାନ୍‌ସ୍‌ ଟିମ୍‌ ଅଟକାଇ ଥିଲେ।

ଭିଜିଲାନ୍‌ସ୍‌ ତାଙ୍କ ଠାରୁ ନଗଦ ୭ ଲକ୍ଷ ୨୯ ହଜାର ଟଙ୍କା ଜବତ କରିଛି।

ଏବେ ତାଙ୍କୁ ଅଟକ ରଖି ଅଧିକ ତଥ୍ୟ ହାସଲ କରିବାକୁ ପଚରା ଉଚୁରା ଚାଲିଛି।

ସମ୍ବନ୍ଧିତ ଖବର