ହିଞ୍ଜିଳିରେ କୁନା ତ୍ରିପାଠୀଙ୍କ ରୋଡ୍ ସୋ’

ହିଞ୍ଜିଳିକାଟୁ/ଶେରଗଡ଼: ନିର୍ବାଚନ ପାଖେଇ ଆସୁଥିବା ବେଳେ ହାଇପ୍ରୋଫାଇଲ ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି।

ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ୩ ନିର୍ବାଚନମଣ୍ଡଳୀକୁ ହାଇପ୍ରୋଫାଇଲ୍ ପ୍ରଚା‌ର‌ରେ ଆସୁଥିବା ବେଳେ ଆଜି ଅଭିନେତା କୁନା ତ୍ରିପାଠୀ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକ ଗସ୍ତ କରି ରୋଡ୍ ସୋ’ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଭୋଟଭିକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର