ଆଜି ଦିଲ୍ଲୀରେ କୁନ୍ଦୁଲି ପୀଡ଼ିତାଙ୍କ ପାଇଁ ଅନଶନ

ଭୁବନେଶ୍ୱର : କୁନ୍ଦୁଲି ଗଣଦୁର୍ଷ୍କମ ଏବଂ ସମ୍ବଲପୁରର ଅଇଁଠାପାଲୀ ହାଜତ ମୃତ୍ୟୁ ପ୍ରସଙ୍ଗରେ ଆସନ୍ତାକାଲି ନୂଆଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ରେ ଆମରଣ ଅନଶନ ଅନୁଷ୍ଠିତ ହେବ। ଏଥିରେ ଯୋଗଦେବା ପାଇଁ କୋରାପୁଟ ବିଧାୟକ ତଥା ପ୍ରଦେଶ ଅନୁସୂଚିତ ଜାତି କଂଗ୍ରେସ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସଗରିଆ, ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ସମର୍ଥକମାନେ ଦିଲ୍ଲୀ ଯାତ୍ରା କରିଛନ୍ତି।

ସମ୍ବନ୍ଧିତ ଖବର