ବଲାଙ୍ଗୀର : ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବିରେ ବଲାଙ୍ଗୀର ମିଳିତ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ ଯୋଗୁଁ ଦ୍ବିତୀୟ ଦିନରେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ କୋର୍ଟ କଚେରୀ ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆଜି ଅଭିନବ ଢଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜଣେ ଓକିଲ। ଓକିଲ ମଦନ ମୋହନ ସେଠ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମଖରେ ମୁଣ୍ତ ଲଣ୍ତା ହୋଇଛନ୍ତି। ଏପରିକି ଦାବି ପୂରଣ ନ ହେବା ଯାଏଁ ସେ ଲଣ୍ତା ରହିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ସେଠ।
ବଲାଙ୍ଗୀରରେ ବେଞ୍ଚ ଆନ୍ଦୋଳନ : ଲଣ୍ଡା ହୋଇ ଓକିଲଙ୍କ ପ୍ରତିବାଦ
/sambad/media/post_attachments/wp-content/uploads/2018/12/DSCN1731-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)