ମାଓ ଚିଠି ଜବତ ମାମଲା : ସବ୍ୟସାଚୀ, ଦଣ୍ଡପାଣି ନିର୍ଦ୍ଦୋଷ

ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବଡ଼ ମେଡିକାଲ ନିକଟସ୍ଥ ଶାନ୍ତିନଗରରେ ମାଓ ଚିଠି ଜବତ ମାମଲାର ରାୟ ଆଜି ପ୍ରକାଶ ପାଇଛି। ପ୍ରମାଣ ଅଭାବ ଯୋଗୁଁ ଏଡିଜେ-୧ ସଂଜୟ ସାହୁ ଏହି ମାମଲାର ଦୁଇଜଣ ଅଭିଯୁକ୍ତ ମାଓନେତା ସବ୍ୟସାଚୀ ପଣ୍ଡା ଓ ଦଣ୍ଡପାଣି ମହାନ୍ତିଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର