ମୋ ସ୍କୁଲ ଅଭିଯାନ ଲାଗି ପ୍ରସ୍ତୁତି ବୈଠକ ୧୭ରେ

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା ଜାହାନପୁର ସୋମନାଥ ବିଦ୍ୟାପୀଠ ପରିସରରେ ଆସନ୍ତା ୧୭ ତାରିଖ ରବିବାର ଦିନ ୨ଟାରେ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ମୋ ସ୍କୁଲ ଅଭିଯାନକୁ ସଫଳ କରିବାକୁ ବିଦ୍ୟାଳୟ ଉନ୍ନୟନ ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର