ପାଣିପାଗ ବିଭାଗର ୪ ଜିଲ୍ଲାକୁ ସତର୍କ ସୂଚନା ଜାରି: ବଜ୍ରପାତ ହେବାର ସମ୍ଭାବନା

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବୁଧବାର ରାତି ବାଲେଶ୍ୱର, ଭଦ୍ରକ, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସୂଚନା ଅନୁସାରେ ଆଜି ରାତି ୧୦ଟା ୧୫ ମିନିଟରୁ ୧ଟା ୧୫ ମଧ୍ୟରେ ଗୋଟିଏ ଅଥବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନ ରହିଛି।

ସମ୍ବନ୍ଧିତ ଖବର