ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି: ଏହି ତିନି ଜିଲ୍ଲାରେ ଆଜି ବଜ୍ରାଘାତ ସହିତ ହୋଇପାରେ ବର୍ଷା

ଭୁବନେଶ୍ୱର: ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଗଂଜାମ, ଗଜପତି ଓ ନୟାଗଡ଼ ଜିଲ୍ଲାରେ ରାତି ୮ଟା ପୂର୍ବରୁ କାଳବୈଶାଖୀର ପ୍ରଭାବରେ ବଜ୍ରାଘାତ ସହିତ ସାମାନ୍ୟ ବର୍ଷା ହୋଇପାରେ।

ସମ୍ବନ୍ଧିତ ଖବର