ଭୁବନେଶ୍ୱର: ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଂସଦା ରବିବାର ହଠାତ୍ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ହାଂସଦାଙ୍କ ସ୍ପାଇନାଲ କଡ଼ରେ ସମସ୍ୟା ଥିବାରୁ ସେ ଅସୁୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ନବଦିଗନ୍ତ ଚିଟ୍ଫଣ୍ଡ ମାମଲାରେ ହାଂସଦା ଜେଲ ଯାଇଛନ୍ତି।
ସାଂସଦ ରାମଚନ୍ଦ୍ର ହାଂସଦା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
/sambad/media/post_attachments/wp-content/uploads/2017/10/ram-chandra-hansdah.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)