୩ ନେତାଙ୍କୁ ବିଜେଡିରେ ନୂଆ ନିଯୁକ୍ତି

ଭୁବନେଶ୍ବର : ୩ ଜଣ ନେତାଙ୍କୁ ବିଜେଡିରେ ନୂଆ ନିଯୁକ୍ତି ମିଳିଛି। ସଞ୍ଜୟ ବାବୁ ଓ ସନ୍ତୋଷ ଜେନାଙ୍କୁ ଦଳର ରାଜ୍ୟ ସମ୍ପାଦକ ଏବଂ ସନ୍ତୋଷ କୁମାର ଲେଙ୍କାଙ୍କୁ ମିଡିଆ ପ୍ୟାନେଲିଷ୍ଟ୍ ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର