ଫେବ୍ରୁଆରି ୯ରୁ ବିଧାନସଭା ଅଧିବେଶନ ସମ୍ଭାବନା

ଭୁବନେଶ୍ବର : ଆସନ୍ତା ଫେବ୍ରୁଆରି ୯ ତାରିଖରୁ ବିଧାନସଭା ବସିପାରେ। ୧୪ ତାରିଖ ପର୍ଯ୍ୟନ୍ତ ଏହି ଅଧିେବଶନ ଚାଲିବ। ଏଭଳି ଏକ ପ୍ରସ୍ତାବ ଉପରେ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ମାସ ଲାଗି କାମଚଳା ବଜେଟ୍ ଆଗତ ହେବ। ଏହା ପରେ ଯେ କୌଣସି ମୁହୂର୍ତରେ ନିର୍ବାଚନ ଲାଗି କମିସନ ଆଦର୍ଶ ଆଚରଣ ବିଧି ଲାଗୁ େହାଇପାରେ। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ରହିଛି।

ସମ୍ବନ୍ଧିତ ଖବର