କ୍ୟାବିନେଟ୍‌ ଆଜି

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ କ୍ୟାବିନେଟ୍‌ ବୈଠକ ବସିବ। ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବ। ତେବେ ବିଜେପୁର ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି ଲାଗୁ ହେଉଥିବାରୁ କ୍ୟାବିନେଟ୍‌ ନିଷ୍ପତ୍ତି ସଂପର୍କରେ ସରକାରୀ ଭାବେ କୁହାଯିବ ନାହିଁ।

ସମ୍ବନ୍ଧିତ ଖବର