ସରକାରୀ ଉଦ୍ୟୋଗ କର୍ମଚାରୀଙ୍କୁ ୨ ପ୍ରତିଶତ ମହଙ୍ଗା ଭତ୍ତା

ଭୁବନେଶ୍ବର : ସରକାରୀ କର୍ମଚାରୀ ଓ େପନସନ୍ େଭାଗୀଙ୍କ ପରେ ରାଜ୍ୟ ସରକାର ଆଜି ସାଧାରଣ ଉେଦ୍ୟାଗ କର୍ମଚାରୀଙ୍କ ପାଇଁ ଦୁଇ ପ୍ରତିଶତ ମହଙ୍ଗା ଭତ୍ତା େଘାଷଣା କରିଛନ୍ତି। ଏହାକୁ ଦୀପାବଳି େଭଟି େବାଲି କୁହାଯାଉଛି। ଏହାଦ୍ବାରା ପରିବର୍ତିତ ଦରମା ହାର ୨୦୧୭ ଅନୁଯାୟୀ ଦରମା ପାଉଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ୭ରୁ ବଢି ୯ ପ୍ରତିଶତ ଛୁଇଁଛି। ୨୦୧୮ ଜୁଲାଇ ପହିଲାରୁ ଏହା ପିଛିଲା ଭାେବ ଲାଗୁ େହବ।

େଯଉଁ ସରକାରୀ ଉଦ୍ୟୋଗ ସରକାରଙ୍କ ନିର୍ଧାରିତ ସର୍ତ ପାଳନ କରିଥିେବ, େସହି ଉେଦ୍ୟାଗର କର୍ମଚାରୀ ହିଁ ମହଙ୍ଗା ଭତ୍ତା ପାଇପାରିେବ। ଏହି ସର୍ତ ପୂରଣ କରିନଥିବା ଉେଦ୍ୟାଗ େସମାନଙ୍କର ପ୍ରଶାସନିକ ବିଭାଗ ଜରିଆରେ ସାଧାରଣ ଉଦ୍ୟୋଗ ବିଭାଗକୁ ଏହି ପ୍ରସ୍ତାବ ବିଚାର ପାଇଁ ପଠାଇପାରିବେ େବାଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର