ସୁନ୍ଦରଗଡ଼ ବ୍ରାହ୍ମଣୀପଡ଼ା ଗୁଳିକାଣ୍ଡ ଘଟଣା: ଜଣେ ହସ୍ପିଟାଲରେ ଭର୍ତ୍ତି, ସହଯୋଗୀ ଅଟକ

ସୁନ୍ଦରଗଡ଼: ସଦର ଥାନା ଅନ୍ତର୍ଗତ ବଡ଼ମାଳ ଛକ ନିକଟରେ ଶନିବାର ରାତିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଆହତ ଟାଉନ ଥାନା ଅନ୍ତର୍ଗତ ବ୍ରାହ୍ମଣପଡ଼ାର ଅଭିଷେକ୍‌ ସେଠୀ(୨୪) ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ, ସହଯୋଗୀକୁ ଥାନାରେ ଅଟକ ରିଖିଛି ପୁଲିସ। ଏହି ଘଟଣାରେ ପୁଲିସ ଗୋଟି ପିସ୍ତଲ ଓ ୫ଟି ଜୀବନ୍ତ ଗୁଳି ଜବତ କରିଛି। ପୁଲିସ ଅଧିକ ପଚରାଉଚରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର