ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ବିଜେଡି ଦୟାରୁ ଭର୍ତ୍ତୃହରି ମହତାବ, ସିଦ୍ଧାନ୍ତ ମହାପାତ୍ର ସାଂସଦ ହୋଇଥିଲେ: ମୁନ୍ନା ଖାନ୍

ଭୁବନେଶ୍ବର: ବିଜେଡି ଛାଡ଼ି ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର ବିଜେପିରେ ମିଶିବା ପରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଗୁରୁବାର କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିନା ଭର୍ତ୍ତୃହରି ଓ ସିଦ୍ଧାନ୍ତ ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ଡରର ପ୍ରତିଫଳନ ନିର୍ବାଚନରେ ଦେଖିବାକୁ ମିଳିବ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର: ଆଜି ବସିବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ। ବୈଠକ ସରିଲା ପରେ ଘୋଷଣା ହୋଇପାରେ ଓଡ଼ିଶାର ପାଖାପାଖି ୧୦୦ ବିଧାନସଭା ଆସନ। ଏନେଇ ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କି ‘‘ ଦିନେ ବା ଦୁଇ ଦିନ ଭିତରେ ଆସିପାରେ ପ୍ରାର୍ଥୀ ତାଲିକା। ସବୁ ଆସନ…
ଅଧିକ ଖବର ଦେଖନ୍ତୁ...

ଟିକେଟ୍ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ନେତାଙ୍କ ଭିଡ଼

ଭୁବନେଶ୍ବର: ନବୀନ ନିବାସରେ ନେତାଙ୍କ ଭିଡ଼ । ଟିକେଟ୍ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ପହଞ୍ଚିଛନ୍ତି ସାଂସଦ ଓ ବିଧାୟକ ପ୍ରାର୍ଥୀ । ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆ, ସୁବାସ ବେହେରା, ନିରଞ୍ଜନ ପୂଜାରୀ, ବିପ୍ଳବ ପାତ୍ର ନବୀନ ନିବାସରେ ପହଞ୍ଚିଛନ୍ତି । କଟକ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଏଥର ମହାଲଢ଼େଇ: ଧର୍ମେନ୍ଦ୍ରଙ୍କ ପରେ ମଇଦାନକୁ ଓହ୍ଲାଇଲେ ପ୍ରଣବ

ସମ୍ବଲପୁର: ସମ୍ବଲପୁର ଲୋକସଭା ନିର୍ବାଚନରେ ଏଥର ବିଜେଡି ଓ ବିଜେପି ମଧ୍ୟରେ ହେବ ମହାଲଢ଼େଇ । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିରୁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେବାପରେ ରାଜ୍ୟ ରାଜନୀତିରେ ଏହିଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଲୋକସଭା: ପୁଣି ଦିଲୀପ-ଜୁଏଲ୍‌ ମହାଲଢ଼େଇ

ସୁନ୍ଦରଗଡ଼: ୧୦ ବର୍ଷ ପରେ ପୁଣିଥରେ ସୁନ୍ଦରଗଡ଼ ଲୋକସଭା ଦେଖିବ ଦିଲୀପ ତିର୍କୀ ଓ ଜୁଏଲ୍‌ ଓରାମଙ୍କ ମହାଲଢ଼େଇ। ଟାଣୁଆ ଆଦିବାସୀ ନେତା, ୫ ପାଳିର ସାଂସଦ ଜୁଏଲ୍‌ଙ୍କୁ ବିଜେପି ବିଧାନସଭା ପ୍ରାର୍ଥୀ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏସ୍‌ଏଚ୍‌ଜି ସଭାପତିରୁ ବିଧାୟିକା ପ୍ରାର୍ଥୀ

ଯାଜପୁରଟାଉନ /ଦଶରଥପୁର: ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଭାପତିରୁ ଯାଜପୁର ବିଧାନସଭା ଆସନରୁ ବିଜେଡିର ବିଧାୟିକା ପ୍ରାର୍ଥୀ ରୂପେ ଚୟନ ହୋଇଛନ୍ତି ଦଶରଥପୁର ବ୍ଲକ୍‌ର ସୁଜାତା ସାହୁ। ତାହା ପୁଣି ଯାଜପୁର ଆସନରୁ ଲଗାତାର ତିନିଥର ବିଜୟୀ ହୋଇଥିବା ପ୍ରଣବ ପ୍ରକାଶ ଦାସ (ବବି)ଙ୍କ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ବୋମାମାଡ଼, ୩ ଆହତ: ବୋମାକୁ ଡବାରେ ଖଞ୍ଜାଯାଇଥିଲା

ସମ୍ବଲପୁର: ଗତକାଲି ସମ୍ବଲପୁରର ବ୍ୟସ୍ତବହୁଳ ପୀରବାବା ଛକ ଅଞ୍ଚଳରେ ବୋମାମାଡ଼ ହୋଇଥିଲା। ପାଟଣାଗଡ଼ ପାର୍ସଲ ବୋମା ଘଟଣା ଶୈଳୀରେ ପ୍ରସ୍ତୁତ ପ୍ରେସର୍‌ ବୋମାମାଡ଼ କରାଯାଇଥିଲା, ଯେଉଁଥିରେ ୩ ଜଣ ବ୍ୟକ୍ତି ଆହତ ହେବାସହିତ ଗୋଟିଏ ବୁଲେଟ୍‌(ଓଡ଼ି୧୫-୬୪୮୬) ବି କ୍ଷତିଗ୍ରସ୍ତ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ ଲୋକସଭା ଆସନରୁ ପୁଣି ଅଚ୍ୟୁତ: ଘୁ.ଉଦୟଗିରିରୁ ସାଲୁଗା

ଫୁଲବାଣୀ: ଆଜି ସନ୍ଧ୍ୟାରେ ଆଉ ୬ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ଅଚ୍ୟୁତ ସାମନ୍ତଙ୍କୁ ପୁନର୍ବାର କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଅନ୍ୟପକ୍ଷରେ, ବିଧାନସଭା ପାଇଁ ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକାରେ କେବଳ ଘୁ.ଉଦୟଗିରି ବିଧାନସଭା…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ: ୩ ଆସନରେ ପୁରୁଣା ମୁହଁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ୩ଟି ବିଧାନସଭା ଆସନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ୩ଟି ଯାକ ଆସନରେ ପୁରୁଣା ମୁହଁଙ୍କୁ ଦଳ ପୁଣି ଦୋହରାଇଛି। ଢେଙ୍କାନାଳ ବିଧାନସଭା ଆସନ ପାଇଁ ସୁଧୀର କୁମାର ସାମଲ, କାମାକ୍ଷାନଗର ପାଇଁ  ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ପର୍ଜଙ୍ଗ ପାଇଁ ଡ.…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ଶତ୍ରୁତାରୁ ହୋଲିରେ ଗୋଷ୍ଠୀ ସଂଘର୍ଷ: ସରପଞ୍ଚଙ୍କ ସ୍ବାମୀ, ଦିଅରଙ୍କ ସହ ୧୦ ଆହତ

ତିଗିରିଆ: କଟକ ଜିଲ୍ଲା ତିଗିରିଆ ଥାନା ଭୋଗଡ଼ା ପଞ୍ଚାୟତ ଅନ୍ତର୍ଗତ ବେଲଅଣ୍ଟା ଗ୍ରାମରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଶତ୍ରୁତାରୁ ହୋଲି ଦିନ ସଂଘର୍ଷ ରୂପ ନେଇଛି। ଗଣ୍ଡଗୋଳରେ ଭୋଗଡ଼ା ସରପଞ୍ଚଙ୍କ ସ୍ୱାମୀ ଓ ଦିଅରଙ୍କ ସମେତ ଉଭୟ ପକ୍ଷର ୧୦ଜଣ ଆହତ ହୋଇଛନ୍ତି। ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...