ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍‌ ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ସୋମବାର ଅପରାହ୍‌ଣରେ ପ୍ରବଳ ଝଡ଼ବର୍ଷା ସହ କୁଆପଥର ମାଡ଼ ହୋଇଛି। କୁଆପଥର ମାଡ଼ ଯୋଗୁଁ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ ଘରର ଆଜବେଷ୍ଟସ ଭାଙ୍ଗିଛି। ବାହାରେ ଠିଆହୋଇଥିବା ବହୁ କାର୍‌ ଓ ଅନ୍ୟ ଗାଡ଼ି କାଚ…
ଅଧିକ ଖବର ଦେଖନ୍ତୁ...

ମହୁଲ ଫୁଲ ପାଇଁ ଜଳୁଛି ଜଙ୍ଗଲ, ପଥପ୍ରାନ୍ତ ବନୀକରଣ ବି ବାଦ୍‌ ପଡୁନି

କାଳିଆପାଣି : ମହୁଲ ଫୁଲ ଗୋଟେଇବେ ବୋଲି ପୋଡ଼ି ଦେଇଛନ୍ତି ଶହଶହ ଏକର ଜଙ୍ଗଲ। କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ଚିଙ୍ଗୁଡ଼ିପାଳ ମୌଜାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଚିଙ୍ଗୁଡ଼ିପ‌ାଳ ପଞ୍ଚାୟତ ଅଫିସରୁ ପାଟଣା ମୌଜାକୁ ଲମ୍ବିଥିବା ପ୍ରଧାନମନ୍ତ୍ରୀ ସଡ଼କର ଉଭୟ…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀରେ ଉପୁଡ଼ିଲା ଗଛ

ହାଟଡିହି : ସୋମବାର ଭୋରରେ କାଳବୈଶାଖୀ ପ୍ରଭାବରେ ହାଟଡିହି ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଛି। ସୋମବାର ଭୋର ୫ଟାବେଳେ ଖୁବ ଜୋରରେ ପବନ ବହିବା ସହ ବର୍ଷା ହୋଇଥିଲା। ହାଟଡିହି, ଶାସଙ୍ଗ, ଅକରୁଆ, ବଞ୍ଚୋ, ପଞ୍ଚୁଗୋଛିଆ, ଆମ୍ବୋ, ସମଣା, ହଦଗଡ଼, ଓରାଳି, ଶାଳଣିଆଁ, ଗେଡ଼ମା, ଡଅଁର…
ଅଧିକ ଖବର ଦେଖନ୍ତୁ...

ରାଉରକେଲା : ସମ୍ବାଦ-ସାହିତ୍ୟଘର ପକ୍ଷରୁ ପଖାଳ ଦିବସ ପାଳିତ

ରାଉରକେଲା : ‘ସମ୍ବାଦ-ସାହିତ୍ୟଘର’ର ପକ୍ଷରୁ ଏନ୍‌ଆଇଟି ରୋଡସ୍ଥ ଏକ ହୋ‌ଟେଲରେ ପଖାଳ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଉପଜିଲ୍ଲାପାଳ ମହେନ୍ଦ୍ର ପଟ୍ଟନାୟକ ଯୋଗଦେଇ ପଖାଳ ଦିବସ ପାଳନର ଯଥାର୍ଥତା ବିଷୟରେ କହିଥିଲେ। ଓଡ଼ିଆ ଜାତିର ଅସ୍ମିତା କହିଲେ ପଖାଳକୁ…
ଅଧିକ ଖବର ଦେଖନ୍ତୁ...

ଆନନ୍ଦପୁର : ବର୍ଷାରେ ଭୁଶୁଡ଼ିଲା କଲଭର୍ଟ

ଆନନ୍ଦପୁର : ଘସିପୁରା ବ୍ଲକ୍‌ ରାଧିକାଦେଈପୁରରେ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ‌ହୋଇଛି। ଗତକାଲି ହୋଇଥିବା ବର୍ଷାରେ ଏକ ନିର୍ମାଣାଧୀନ କଲଭର୍ଟ ଭୁଶୁଡ଼ି ପଡ଼ିଛି। ରାଧିକାଦେଈପୁରଠାରୁ ହରିଚନ୍ଦନପୁର ବ୍ଲକ୍‌ ଟାଙ୍ଗିରିଆପାଳ ରେଳଷ୍ଟେସନ୍ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ବର୍ଷା ଭସାଇନେଲା ଅସ୍ଥାୟୀ ପୋଲ: ୫ ବର୍ଷ ହେଲା ମିଟକୁନ୍ଦୁରୀ-ଲହଣ୍ଡା ବ୍ରିଜ୍‌ ସରୁନି

ରାଉରକେଲା: ପ୍ରାୟ ୫ ବର୍ଷ ପୂର୍ବେ ମିଟ୍‌କୁନ୍ଦୁରୀ-ଲହଣ୍ଡା ସେତୁ ନିର୍ମାଣ ଆରମ୍ଭ ହୋଇଥିଲା। ୨୦୨୦ ମସିହାରେ ପ୍ରକଳ୍ପ ‌ସମ୍ପନ୍ନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବିଭାଗୀୟ ଅବହେଳା କାରଣରୁ ନିର୍ମାଣ କାର୍ଯ୍ୟ ସରିନି। ଫଳରେ ହଜାର ହଜାର ଅଞ୍ଚଳବାସୀ ଜୀବନକୁ ବାଜି ଲଗାଇ ନଦୀ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ମଝିରେ ଜଳିଗଲା କାର

ପଦ୍ମପୁର : କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ସମ୍ମୁଖ ୪୯ ନମ୍ବର ଜାତୀୟ ରାଜପଥରେ ସଟ୍ ସର୍କିଟ ଯୋଗୁଁ ରାସ୍ତା ମଝିରେ ଏକ ମାରୁତି ଅଲଟୋ କାର୍‌ ଜଳିଯାଇଛି। ଏକ ଘରୋଇ ଫାଇନାନ୍ସ କମ୍ପାନିର କିଛି ଲୋକ ଏହି କାର୍‌ଟିକୁ ସିଜ୍ କରି ନେଇ ଯାଉଥିବାବେଳେ କାର୍‌ରେ ନିଆଁ ଲାଗିଯାଇଥିଲା। କାର୍‌ଟିକୁ…
ଅଧିକ ଖବର ଦେଖନ୍ତୁ...

ଆବାସ ଚୋରି, ପାନୀୟଜଳ ଯୋଗାଣ ଦୁର୍ନୀତି: ନିଲମ୍ବିତ ହେଲେ ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଯାଜପୁର/ସଦର/ବିଂଝାରପୁର : ବିଂଝାରପୁର ବ୍ଲକରେ ଆବାସ ଚୋରି ଓ ବଡ଼ଚଣା ବ୍ଲକ ମଝିପଡ଼ା ପଞ୍ଚାୟତରେ ପାନୀୟଜଳ ଯୋଗାଣ ଅର୍ଥ ତୋସରପାତ ଘଟଣାରେ ଦୁଇଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ସୋମବାର ଦିନ ଯାଜପୁର ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। ବିଂଝାରପୁର ବ୍ଲକ୍‌ର ଆବାସ ଚୋରି ଘଟଣାରେ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଢେଙ୍କିକୋଟ/ପଦ୍ମପୁର : କେନ୍ଦୁଝର ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ଘଟଗାଁ ବ୍ଲକ୍‌ ଢେଙ୍କିକୋଟ ଓଭରବ୍ରିଜ୍‌ ଉପରେ ଟ୍ରକ୍‌ ପଛରେ ଏକ ବାଇକ୍‌ ପିଟି ହେବାରୁ ଦୁଇଜଣ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଘଟଗାଁ ବ୍ଲକ୍‌…
ଅଧିକ ଖବର ଦେଖନ୍ତୁ...

୧୩୦ ବୋତଲ କଫ୍‌ସିରପ ଜବତ, ଅଭିଯୁକ୍ତ ମହିଳା ଗିରଫ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜିର ବିଭିନ୍ନ ସ୍ଥାନରେ ପୁଲିସର ବାରମ୍ବାର ଚଢ଼ାଉ ସତ୍ତ୍ୱେ ବେନିୟମ କଫ୍‌ସିରପ ବିକ୍ରି ବନ୍ଦ ହେଉ ନାହିଁ। ସୋମବାର ଝାଙ୍କରପଡ଼ାସ୍ଥିତ କୁନ୍ତି ନାଗ ନିଜ ଘରେ କଫ୍‌ସିରପ ବିକ୍ରି କରୁଥିବା ଅଭିଯୋଗରେ ଧରାପଡ଼ିଛନ୍ତି। ପୁଲିସ ତାଙ୍କ ଘରେ ଚଢ଼ାଉ କରି ୧୩୦ ବୋତଲ…
ଅଧିକ ଖବର ଦେଖନ୍ତୁ...