ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଓଡ଼ିଶାରେ ମନରେଗା ମଜୁରି ୨୫୪ ଟଙ୍କା: ଏପ୍ରିଲ୍‌ ୧ରୁ ଲାଗୁ ହେବ

ଭୁବନେଶ୍ବର: ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ମଜୁରିରେ ବୃଦ୍ଧି ଘୋଷଣା କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ‌ଧାର୍ଯ୍ୟ ହୋଇଥିବା ନୂଆ ମଜୁରି ଅନୁସାରେ ଓଡ଼ିଶାରେ ମନରେଗାର ଦୈନିକ ମଜୁରି ୨୫୪ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୨୩-୨୪ରେ ତାହା ୨୩୭…
ଅଧିକ ଖବର ଦେଖନ୍ତୁ...

ବିଜେଡି ଆଶାୟୀଙ୍କ ଉତ୍କଣ୍ଠା ବଢ଼ୁଛି: ନବୀନଙ୍କ ‘ହଁ’କୁ ଆଖି

ଭୁବନେଶ୍ବର: ବିଧାନସଭାର ୭୨ଟି ଏବଂ ଲୋକସଭାର ୧୫ଟି ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କଲା। ବାକି ରହିଗଲା ବିଧାନସଭାର ଅଧାରୁ ଅଧିକ ଅର୍ଥାତ ୭୫ ଆସନ ଏବଂ ଲୋକସଭାର ୬ ଆସନ। ବଳକା ଆସନରେ କିଏ ପ୍ରାର୍ଥୀ ହେବ ? ସେନେଇ ନବୀନ ନିବାସରେ ଅଙ୍କକଷା ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

ବିପଦ ସାଜିଛି ଦୂଷିତ ପାଣି: ଢେଙ୍କାନାଳରେ ଝାଡ଼ାବାନ୍ତି, ୨ମୃତ

ଓଡ଼ାପଡ଼ା: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ ଖଡ଼ଗପ୍ରସାଦ ଗାଁରେ ଝାଡ଼ାବାନ୍ତି ଭୟ ମନରୁ ଲିଭି ନଥିବା ବେଳେ ଏହି ବ୍ଲକ୍‌ର ନୟାଭାଗୀରଥିପୁର ପଞ୍ଚାୟତ ଅଧୀନ କୁଞ୍ଜବିହାରୀପୁର ଗ୍ରାମରେ ଝାଡ଼ାବାନ୍ତି ରୋଗ ଆତଙ୍କ ସୃଷ୍ଟି କରିଛି। ଗତ ୪ ଦିନ ହେଲା ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି।…
ଅଧିକ ଖବର ଦେଖନ୍ତୁ...

୩୯ ଡିଗ୍ରି ଡେଇଁଲା ୫ ସହର

ଭୁବନେଶ୍ବର: ପୂର୍ବାନୁମାନ ଅନୁଯାୟୀ ଦିନର ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୩୯ ଡିଗ୍ରି ଟପିଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରିରେ ପହଞ୍ଚିବା ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି।…
ଅଧିକ ଖବର ଦେଖନ୍ତୁ...

ଶୁଖିଲା ପଡ଼ିଛି ଚିରସ୍ରୋତା ସପ୍ତଧାରା 

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିରସ୍ରୋତା ନଦୀ ମଧ୍ୟରୁ ସପ୍ତଧାରା ଅନ୍ୟତମ। ସାତୋଟି ପାହାଡ଼ିଆ ନଦୀର ସଂଗମ ସପ୍ତଧାରା। ଜିଲ୍ଲାର ଆରମ୍ଭରେ ଏହି ନଦୀ ପ୍ରବାହିତ ହେଉଛି। ଦିନ ଥିଲା ବର୍ଷ ତମାମ ନଦୀର ଜଳ ସ୍ରୋତ କମୁନଥିଲା। ଏବେ କିନ୍ତୁ ଶୁଷ୍କ। ଏହାର ଅନେକ କାରଣ ରହିଥିଲେ ମଧ୍ୟ ଉପର…
ଅଧିକ ଖବର ଦେଖନ୍ତୁ...

ଭୋଟ୍‌ ପୂର୍ବରୁ କୋଟିଆରେ ମାତିଲା ଆନ୍ଧ୍ର: ବିଭିନ୍ନ ଘରେ ବିଦ୍ୟୁତ୍‌ ମିଟର ଲଗାଇଲା

ପଟାଙ୍ଗି: ୧୦ବର୍ଷ ତଳେ ଗାଁକୁ ତାର ଟାଣି ବିଦ୍ୟୁତ୍‌ ସଂଯୋଗ ଦେଇଥିଲା। ସଂପୂର୍ଣ୍ଣ ମାଗଣାରେ ବିଦ୍ୟୁତ୍‌ ବ୍ୟବହାର କରୁଥିଲେ ଗ୍ରାମବାସୀ। କିନ୍ତୁ ନିର୍ବାଚନର ଠିକ୍‌ ପୂର୍ବରୁ ମାଗଣା ବିଦ୍ୟୁତ୍‌ର ମୂଲ୍ୟ ଭୋଟ ଆକାରରେ ସଂଗ୍ରହ କରିବାକୁ ରଣନୀତି ପ୍ରସ୍ତୁତ କରିଛି ଆନ୍ଧ୍ର। ନିଜ ପତିଆରା…
ଅଧିକ ଖବର ଦେଖନ୍ତୁ...

ଭୂପୃଷ୍ଠରୁ ହଜିଯିବ ସପ୍ତଧାରା, ଜଳସ୍ତର କ୍ରମାଗତ ହ୍ରାସ ପାଉଛି

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିରସ୍ରୋତା ନଦୀ ଭାବେ ସପ୍ତଧାରା ପରିଚିତ। ସାତଟି ପାହାଡ଼ିଆ ଝରଣାର ସଂଗମରୁ ଏହି ନଦୀର ଉତ୍ପତ୍ତି। ଗତ କିଛି ବର୍ଷ ହେଲା ନଦୀରେ ଜଳସ୍ତର କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଏପରିକି କିଛି ସ୍ଥାନରେ ସଂପୂର୍ଣ୍ଣ ଶୁଷ୍କ ହୋଇ ସାରିଲାଣି। ତେଣୁ ଭୂପୃଷ୍ଠରୁ…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁର ବେଳାଭୂମିରେ ଶତାଧିକ ଜେଲିଫିସ୍‌

ବ୍ରହ୍ମପୁର/ଗୋପାଳପୁର: ଗୋପାଳପୁର ବେଳାଭୂମିର ବିଭିନ୍ନ ସ୍ଥାନରେ ଆଜି ଶତାଧିକ ଜେଲିଫିସ୍ ଠାବ ହୋଇଛନ୍ତି। ତେବେ କେଉଁ କାରଣରୁ ଏତେ ସଂଖ୍ୟକ ଜେଲିଫିସ୍‌ କୂଳକୁ ଚାଲିଆସିଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି। ସମୁଦ୍ରରୁ ଶହ ଶହ ସଂଖ୍ୟାରେ ଭାସିଆସୁଥିବା ଜେଲିଫିସ୍‌…
ଅଧିକ ଖବର ଦେଖନ୍ତୁ...

ବର୍ଷକୁ ୧୭ କେଜି ମାଛ ଖାଉଛନ୍ତି ଓଡ଼ିଆ: ୨୨ ବର୍ଷରେ ଅଢ଼େଇ ଗୁଣ ବୃଦ୍ଧି, ରାଜ୍ୟ ମତ୍ସ୍ୟ ବିଭାଗର ରିପୋର୍ଟ

ଭୁବନେଶ୍ବର: ବର୍ଷକୁ ୧୭.୭୩ କେଜି ମାଛ ଖାଆନ୍ତି ଓଡ଼ିଆ। ୨୦୦୦ ମସିହାରେ ବର୍ଷକୁ ଓଡ଼ିଶାର ଜଣେ ବ୍ୟକ୍ତି ୭.୭୧ କେଜି ମାଛ ଖାଉଥିଲେ କିନ୍ତୁ ବର୍ତ୍ତମାନ ଏହା ପାଖାପାଖି ଅଢ଼େଇ ଗୁଣ ବଢ଼ିଥିବା ନେଇ ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ ଜାରି ରିପୋର୍ଟରେ ସୂଚନା ଦିଆଯାଇଛି। ଭାକୁର, ରୋହି, ମିଟିକାଳ…
ଅଧିକ ଖବର ଦେଖନ୍ତୁ...

ଘ‌ରୋଇ ସ୍କୁଲର ୨୫% ସିଟ୍‌ରେ ନାମଲେଖା ପ୍ରସଙ୍ଗ: ନାମଲେଖାଇବାକୁ ମନାକଲେ ମଗାଯିବ ସ୍ପଷ୍ଟୀକରଣ

ଭୁବନେଶ୍ବର: ଶିକ୍ଷା ଅଧିକାର ଆଇନ(ଆରଟିଇ) ଅଧୀନରେ ଘରୋଇ ବିଦ୍ୟାଳୟରେ ୨୫% ସିଟ୍‌ରେ ଦୁର୍ବଳ ବର୍ଗ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟ ଅନ୍‌ଲାଇନ୍‌ ଲଟେରି ଉଠାଣ ପରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଲଟ୍‌ମେଣ୍ଟ ହୋଇଛି। ଏଥିସହ ଗତକାଲିଠାରୁ ନାମଲେଖା ମଧ୍ୟ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...