ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଭିଜିଲାନ୍‌ସ ଜାଲରେ କନିଷ୍ଠ କିରାଣି, ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଟିମ୍‌

ଯଶିପୁର/ପଦ୍ମପୁର : ଜମିପଟ୍ଟା କରାଇ ଦେବାକୁ କହି ଲ‌ାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମୟୂରଭଞ୍ଜ ଜିଲ୍ଲା ଯଶିପୁର ତହସିଲ୍ କାର୍ଯ୍ୟାଳୟର କନିଷ୍ଠ କିରାଣି ଭାର୍ଗବ ମହାକୁଡ଼। ଜମିପଟ୍ଟା କରାଇ ଦେବାକୁ କହି କନିଷ୍ଠ କିରାଣି ଶ୍ରୀ ମହାକୁଡ଼ ଯଶିପୁର ଥାନା କାଳିଆଣି ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାରଙ୍କୁ ନିନ୍ଦିଲେ ଜୟନାରାୟଣ  

ପଦ୍ମପୁର: ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଉପନିର୍ବାଚନ ପ୍ରଚାର ସରିବା ପରେ ବିଧାନସଭା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ ଛଳନାଯୁକ୍ତ କଥା ପଦ୍ମପୁରବାସୀଙ୍କୁ କହିଥିବା ସେ ଅଭିଯୋଗ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର…
ଅଧିକ ଖବର ଦେଖନ୍ତୁ...

ଭିନ୍ନକ୍ଷମ ଦିବସ: ନିଆରା ମଣିଷ ଭିକାରି ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ

ଭଞ୍ଜନଗର: ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ସମ୍ମାନ,ସହାୟତା ଓ ସ୍ବାବଲମ୍ବୀ କରିବା ସହ ସେମାନଙ୍କୁ ଭିନ୍ନ ଦୃଷ୍ଟିରେ ନଦେଖି ସେହି ସ୍ବତନ୍ତ୍ର କ୍ଷମ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ବିଶ୍ବ ଭିନ୍ନକ୍ଷମ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଅନେକ ନିଜର ଶାରୀରିକ ଦୁର୍ବଳତା ପାଇଁ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ଦୁଇଦିନ ସ୍କୁଲ ନଆସିବାରୁ ୮ ଛାତ୍ରଙ୍କୁ ବାହାର କରିଦେଲେ ଅଧ୍ୟକ୍ଷ

ତେଲକୋଇ: ୨ ଦିନ ସ୍କୁଲ ନ ଆସିବାରୁ ୮ଜଣ ଛାତ୍ରଙ୍କୁ ଶ୍ରେଣୀ ଗୃହରୁ ବାହାର କରି ଦେଇଛନ୍ତି ଅଧ୍ୟକ୍ଷ ରଘୁନାଥ ପରିଡ଼ା। ଦୀର୍ଘ ୩ ଘଣ୍ଟା ବାହାରେ ରହିବା ପରେ ଅଭିଭାବକଙ୍କୁ ଜଣାଇଥିଲେ ଛାତ୍ର। ପରେ ଅଭିଭାବକ ଅଧ୍ୟକ୍ଷଙ୍କୁ ଫୋନ କରିବାରୁ ଶ୍ରେଣୀକୁ ଫେରିଥିଲେ ଛାତ୍ର। ଆସନ୍ତାକାଲି ନିଜ ନିଜ…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁର ଉପନିର୍ବାଚନ: ପ୍ରଚାର କଲେ ଅପରାଜିତା 

ବରଗଡ଼/ପଦ୍ମପୁର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶୁକ୍ରବାର ପ୍ରଚାର ମଇଦାନକୁ ଓହ୍ଲାଇ ରୋଡ୍‌ ସୋ ଏବଂ ନିର୍ବାଚନୀ ସଭା କରିଛନ୍ତି। ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପଦ୍ମପୁରର ଭେଉଁରିଆ, ସତୀଭଟା ଓ ବରିକେଲରେ ପ୍ରଚାର କରି ସେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂଙ୍କୁ…
ଅଧିକ ଖବର ଦେଖନ୍ତୁ...

ମାନପୁର ଓଭରବ୍ରିଜରେ ଭାରୀଯାନ ଚଳାଚଳରେ କଟକଣା

ଦାନଗଦୀ: କଳିଙ୍ଗନଗର ଶିଳ୍ପାଞ୍ଚଳର ମାନପୁର ରେଳ ଓଭରବ୍ରିଜ ଉପର ଦେଇ ଭାରୀଯାନ ଚଳାଚଳ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ଗତ ଦୁଇମାସ ଧରି ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୫ଟାରୁ ୭ ଟା ପର୍ଯ୍ୟନ୍ତ ଏହି ରେଲ ଓଭରବ୍ରିଜ ଉପରେ ଦୁଇଘଣ୍ଟିଆ ଭାରୀଯାନ କଟକଣା ରହିଥିଲା। ଏହି କଟକଣା…
ଅଧିକ ଖବର ଦେଖନ୍ତୁ...

ନାଗରିକ ମଞ୍ଚ ଉପଦେଷ୍ଟାଙ୍କ ପରଲୋକ

କବାଟବନ୍ଧ: ସଚେତନ ନାଗରିକ ମଞ୍ଚ ଯାଜପୁରର ମୁଖ୍ୟ ଉପଦେଷ୍ଟା ତଥା କଳିଙ୍ଗନଗର ଟାଟା ଷ୍ଟିଲର ଲଜିଷ୍ଟିକ୍ସ ମୁଖ୍ୟ ମନୋଜ କୁମାର ପ୍ରଧାନ (୪୭)ଙ୍କ ଗୁରୁବାର ରାତିରେ ପରଲୋକ ଘଟିଛି। ଯକୃତ ସଂକ୍ରମଣ ଯୋଗୁଁ ସେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତମାସ ୬ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର       

ବରଗଡ଼/ଝାରବନ୍ଧ/ପାଇକମାଳ/ପଦ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଗୋଟିଏ ଦିନରେ ପଦ୍ମପୁର ନିର୍ବାଚନମଣ୍ଡଳୀର ତିନୋଟି ବ୍ଲକ୍‌ରେ ନିର୍ବାଚନୀ ସଭା କରିଛନ୍ତି। ପ୍ରତି ସଭାରେ ସେହି ବ୍ଲକ୍‌ର ଦାବି ମୁତାବକ ଘୋଷଣା କରିଛନ୍ତି। ଝାରବନ୍ଧଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

୧୨ ବର୍ଷ ଚାଲିଚାଲି ଚା’ ବିକ୍ରି, ଜୀବିକା ସନ୍ଧାନରେ ମୁର୍ଶିଦାବାଦରୁ ବାଲିଚନ୍ଦ୍ରପୁର 

ଚଣ୍ଡିଖୋଲ: ନିଆଁ ଆଞ୍ଚ ସହିତ ଗୋଟିଏ ହାତରେ ଚା’ ଥିବା ଗରମ କେଟଲି। ଅନ୍ୟ ହାତରେ ଗ୍ଲାସ, ପାଣି ଆଦି ସାମଗ୍ରୀ ଥିବା ପ୍ଲାଷ୍ଟିକ ବାଲଟି। ଚା’ ପିଆ କପ୍‌, ପାଣି ବୋତଲ, କାଗେଜି, ଚିନି ଓ ଲୁଣ। ଏସବୁକୁ ଦୁଇ ହାତରେ ଧରି ଦୈନିକ ସକାଳ ୯ ଟାରୁ ବସାଘରୁ ବାହାରି ସନ୍ଧ୍ୟା ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଆଗକୁ ପୁରୁଷ ହକି ବିଶ୍ବକପ୍‌: ସରିଲାନି ୧୪୩ ନଂ ଜାତୀୟ ରାଜପଥ, ଅଧାରୁ କାମ ଛାଡିଦଲା ଠିକାସଂସ୍ଥା

ରାଉରକେଲା: ନିର୍ଦ୍ଧାରିତ ସମୟ ଠାରୁ ଢ଼େର ବିଳମ୍ବରେ ହେଉପଛେ ଶେଷ ହୋଇଛି ଦ୍ବିତୀୟ ବ୍ରାହ୍ମଣୀ ସେତୁ। ହକି ପାଇଁ କେବଳ ଦ୍ବିତୀୟ ସେତୁ ନୁହେଁ ଟ୍ରାଫିକ୍‌ ସମସ୍ୟା ଏଡାଇବାକୁ ବନ୍ଦ ରହିଥିବା ପ୍ରଥମ ବ୍ରାହ୍ମଣୀ ସେତୁକୁ ମଧ୍ୟ ଖୋଲି ଦିଆଯାଇଛି। ମାତ୍ର ତିନି ବର୍ଷ ଧରି ଚାଲିଥିବା…
ଅଧିକ ଖବର ଦେଖନ୍ତୁ...