ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଗଜପତିରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ଯୋଜନା: ଚାଲିଲା ୩୬ଟି ବସ୍, ଜିଲ୍ଲାର ୧୨୬ଟି ପଞ୍ଚାୟତକୁ ଯୋଡ଼ିବ ଲକ୍ଷ୍ମୀ

ଭୁବନେଶ୍ୱର: ମାଲକାନଗିରି ପରେ ଗଜପତିରେ ଗଡ଼ିଛି ଲକ୍ଷ୍ମୀ ବସ୍। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ଏଥିରେ ମିସନ…
ଅଧିକ ଖବର ଦେଖନ୍ତୁ...

ଘାରିଲାଣି ମଶା ଡର: ପ୍ରତି ୪ ପରିବାରରୁ ଜଣେ ମଶାଜନିତ ରୋଗର ଶିକାର

ଭୁବନେଶ୍ବର: ଓଡ଼ିଶା ସମେତ ଦେଶ ବର୍ଷ ବର୍ଷ ଧରି ମଶାଜନିତ ରୋଗର ମୁକାବିଲା କରିଆସୁଛି। ମ୍ୟାଲେରିଆ, ଡେଙ୍ଗୁ, ଚିକିନ୍‌ଗୁନିଆ ଓ ଜେଇ ଭଳି ରୋଗ ପ୍ରତିବର୍ଷ ଶତାଧିକ ମୁଣ୍ଡ ନେଉଛି। ବିଗତ ୩ବର୍ଷରେ ଦେଶର ୪ ପରିବାରରୁ ଜଣେ ମଶାଜନିତ ରୋଗର ଶିକାର ହୋଇ ଚିକିତ୍ସିତ ହୋଇଛନ୍ତି। ଲୋକମାନେ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌କୁ ଧକ୍କା ଦେଲା ବାଇକ୍‌, ୨ ମୃତ

ପଡ଼ିଆବାହାଲ: ସମ୍ବଲପୁର ସଦର ଥାନା ଜୟନ୍ତପୁର ଛକ ନିକଟରେ ଆଜି ସକାଳେ ଏକ ବାଇକ୍‌ ଟ୍ରକ୍‌କୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଯୁଯୁମୁରା ଥାନା ଭଣ୍ଡାରିମାଲ ଗ୍ରାମର ଦୁଇ ଭାଇ ଅଚ୍ୟୁତା ଓ ଗୌରା ଏକ ମଟରସାଇକଲ୍‌ରେ ଆସୁଥିବା ବେଳେ ଜୟନ୍ତପୁର ଛକ ନିକଟରେ ଏକ ଟ୍ରକ୍‌ରେ ବାଡ଼େଇ…
ଅଧିକ ଖବର ଦେଖନ୍ତୁ...

ରିଲ୍‌ସ ବନାଇବା କାଳ ହେଲା: ହାତୀ ମାରିଲା ଗୋଇଠା, ଯୁବକ ଗୁରୁତର

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ହୁଣ୍ଡା ଗ୍ରାମ ନିକଟରେ ଆଜି ସକାଳେ ୧୮ ଟିକିଆ ହାତୀପଲକୁ ଘଉଡ଼ାଇବା ବେଳେ ଜଣେ ଯୁବକ ରିଲ୍‌ସ ବନାଉଥିଲେ। ଏହି ସମୟରେ ଗୋଟିଏ ଦନ୍ତାହାତୀ ତାଙ୍କୁ ଗୋଇଠା ମାରିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ଜଣକ ହେଲେ ହୁଣ୍ଡା ଗ୍ରାମର କୁଞ୍ଜ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପର୍ବତା​ରୋହଣ

ଭବାନୀପାଟଣା: ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବରେ ଭବାନୀପାଟଣାସ୍ଥିତ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗବେଷଣା ନିମନ୍ତେ ହିମାଳୟ ପର୍ବତାରୋହଣ ଅଭିଯାନ ନିମନ୍ତେ ଯାତ୍ରା ଆରମ୍ଭ କରିଛନ୍ତି। କୁଳପତି ପ୍ର. ସଂଜୟ ଶତପଥୀଙ୍କ ମାର୍ଗର୍ଦଶନରେ ଏହି ଗବଷେଣାତ୍ମକ ହିମାଳୟ…
ଅଧିକ ଖବର ଦେଖନ୍ତୁ...

ସମଗ୍ର ଭାରତରେ ସବୁଠୁ ଅଧିକ ଚାହିଦା ଥିବା ଟ୍ରେନ୍ ହୋଇପାରିଛି ବନ୍ଦେ ଭାରତ ଏକ୍ସପ୍ରେସ୍

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ବନ୍ଦେ ଭାରତ ଟ୍ରେନ୍ ଯୁବବର୍ଗଙ୍କ ଆକାଂକ୍ଷାକୁ ପୂର୍ଣ୍ଣକରିବା ପାଇଁ ସର୍ବୋତ୍ତମ ଯାତ୍ରା ବିକଳ୍ପ ହୋଇପାରିଛି। ପୂର୍ବତଟ ଅଞ୍ଚଳର ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ତଥ୍ୟ ଅନୁଯାୟୀ, ୨୫ରୁ ୫୦ ବର୍ଷ ବୟସରେ ଯୁବକ ଏବଂ ବିଭିନ୍ନ ସଂସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ସମ୍ବାଦ ହକରଙ୍କ ମୃତ୍ୟୁ

ଡାବୁଗାଁ: ସବୁ ଦିନ ପରି ଶୁକ୍ରବାର ସକାଳେ ଘରେ ଘରେ ସମ୍ବାଦ ଖବର କାଗଜ ବାଣ୍ଟିବା ପରେ ବିଦ୍ୟୁତ୍ ମିଟର ରିଡିଂ କରିବାକୁ ଯାଇଥିବା ଜଣେ ସମ୍ବାଦ ହକରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଖବର ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ। ମୃତ ସମ୍ବାଦର ହକର ସନ୍ତୋଷ…
ଅଧିକ ଖବର ଦେଖନ୍ତୁ...

ଘରୋଇ ବସ୍‌ ଚଳାଚଳ ବନ୍ଦ ନେଇ ଜାଣିପାରିଲେନି ରୋଗୀ, ଦିବ୍ୟାଙ୍ଗଙ୍କ ସହ ବରିଷ୍ଠ ନାଗରିକ ମଧ୍ୟ ହେଲେ ହନ୍ତସନ୍ତ 

ଜୟପୁର: ଲକ୍ଷ୍ମୀ ବସ ସେବାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘର ଅଚାନକ ବସ ଚଳାଚଳ ବନ୍ଦ ଯୋଗୁଁ ଶୁକ୍ରବାର ଦିନ ତମାମ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଶେଷ ଭାବେ ରୋଗୀ, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକମାନେ ଡାକ୍ତରଖାନାରୁ ଚିକିତ୍ସା ପରେ ଫେରନ୍ତା, ସ୍କୁଲ…
ଅଧିକ ଖବର ଦେଖନ୍ତୁ...

ଘରୋଇ ବସ୍‌ ଆନ୍ଦୋଳନ ସ୍ଥଗିତ; ରାଜ୍ୟରେ ଗଡ଼ିଲା ବସ୍‌, ୨୬ ଅକ୍ଟୋବରରେ ପରବର୍ତ୍ତୀ ବୈଠକ

ଭୁବନେଶ୍ବର: ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ଆହ୍ବାନରେ ଅକ୍ଟୋବର ୨୦ ତାରିଖ ସକାଳ ୬ଟାରୁ ଦିଆଯାଇଥିବା ରାଜ୍ୟବ୍ୟାପି ବସ୍ ଧର୍ମଘଟ ୩୧ ତାରିଖ ଯାଏଁ ସ୍ଥଗିତ ରଖାଯାଇଛି। ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ବୈଠକ ପରେ ଏହି ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ଭୁଲ୍‌ ଟ୍ରେନ୍‌ରେ ଚଢ଼ିଲେ ମହିଳା ଯାତ୍ରୀ: ବ୍ୟସ୍ତ ‌ହୋଇ ଡେଇଁପଡ଼ିବାରୁ ୨ଶିଶୁକନ୍ୟାଙ୍କ ଆଗରେ ମୃତ୍ୟୁ

ଦେଓଗାଁ: ଦୁଇ ଓ ତିନି ବର୍ଷର ଶିଶୁକନ୍ୟା ଆଗରେ ମା’ଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବଡ଼ମାଳ ରେଳଷ୍ଟେସନରେ ଶୁକ୍ରବାର ଦିନ ଏହି ଅଭାବନୀୟ ଘଟଣା ଘଟିଛି। ମହିଳା ଜଣକ ଏକ ପାସେଞ୍ଜର ଟ୍ରେନ୍‌ରେ ଘରକୁ ଯିବା ବଦଳରେ  ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଚଢ଼ି ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...