ଭୁବନେଶ୍ୱର : ଗୁରୁବାର ପାଇଁ ପେଟ୍ରୋଲ୍ ମୂଲ୍ୟ ୧୩ ପଇସା ବଢ଼ିଥିବା ବେଳେ ଡିଜେଲ୍ ୧୨ ପଇସା ମହଙ୍ଗା ହୋଇଛି। ପେଟ୍ରୋଲ୍ ଦର ୭୯ ଟଙ୍କା ୮୫ ପଇସା ଓ ଡିଜେଲ ଦର ୭୮ ଟଙ୍କା ୪୨ ପଇସା ହୋଇଯାଇଛି। ବୁଧବାର ପାଇଁ ପେଟ୍ରୋଲ୍ ଦର ୨୯ ଟଙ୍କା ୭୨ ପଇସା ଓ ଡିଜେଲ ଦର ୭୮ ଟଙ୍କା ୩୦ ପଇସା ଥିଲା।

ପୂର୍ବବର୍ତ୍ତୀ ଖବର
ବିଦା ହେଲେ ଦାମ : ନୂଆଦିଲ୍ଲୀରେ ନିଷ୍ପତ୍ତି ଶୁଣାଇଲେ ନବୀନ, ଶକ୍ତ ବାଣ ପେଷିଥିଲେ ଦାମ, ବୁମେରାଂ ହେଲା
ପରବର୍ତ୍ତୀ ଖବର