‘ଫନି’ ପାଇଁ ୫ ବର୍ଷର ଆଗୁଆ ଦରମା ଦାନ କଲେ ପିନାକୀ

ଭୁବନେଶ୍ବର : ‘ଫନି’ ବାତ୍ୟାରେ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ପୁନର୍ନିମାଣ ନେଇ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ପିନାକୀ ମିଶ୍ର ଆସନ୍ତା ୫ ବର୍ଷ ପାଇଁ ମାସିକ ସାଂସଦ ଦରମା ଓ ଦୈନିକ ଭତ୍ତାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ନେଇ ଘୋଷଣା କରିଛନ୍ତି। ଶ୍ରୀ ମିଶ୍ର ତାଙ୍କ ଟୁଇଟର ଆକାଉଣ୍ଟରେ ଏ ନେଇ ପୋଷ୍ଟ କରି ଜଣାଇଛନ୍ତି।

ସମ୍ବନ୍ଧିତ ଖବର