୮ ଏକର ଗଂଜେଇ ଚାଷ ପୋଡ଼ିଲେ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଏବଂ ଚିତ୍ରକୋଣ୍ଡା ପୋଲିସର ମିଳିତ ଚଢାଉରେ ପ୍ରାୟ ୧ କୋଟି ୮୦ ଲକ୍ଷ ଟଂକାର ଗଂଜେଇ ଗଛ ନଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର