ବୋର୍ଡ ଅଫିସରେ ପୁଲିସର ତଦନ୍ତ 

କଟକ : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାକୁ ନେଇ ଆଜି ମଙ୍ଗଳାବାଗ ଥାନା ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଅପରାହ୍‌ଣରେ ପୁଲିସ ମାଧ୍ୟମିକି ଶିକ୍ଷା ପରିଷଦ(ବୋର୍ଡ) ଅଫିସକୁ ଯାଇ ପ୍ରଶ୍ନପତ୍ର ଲିକ୍ ସଂପର୍କରେ ଅଧିକାରୀଙ୍କୁ ପଚରାଉଚରା କରିବା ସହ ପରୀକ୍ଷା ସଂପର୍କିତ କାଗଜପତ୍ର ମାଗିଛନ୍ତି।‌ ବୋର୍ଡ କର୍ତ୍ତୃପକ୍ଷ ଆବଶ୍ୟକୀୟ କାଗଜପତ୍ର ପୁଲିସକୁ ଦେବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର