କେଉଁ ନେତାଙ୍କ କେତେ ସମ୍ପତ୍ତି

ପିନାକୀ ମିଶ୍ର, ବିଜେଡି ସାଂସଦ ପ୍ରାର୍ଥୀ, ପୁରୀ
ସ୍ଥାବର ସମ୍ପତ୍ତି-୨୭ କୋଟି ୫୯ ଲକ୍ଷ ୯୦ ହଜାର ୭୯୩
ଅସ୍ଥାବର ସମ୍ପତ୍ତି-୮୯ କୋଟି ୮୭ ଲକ୍ଷ ୧୦ ହଜାର ୫୫୧
ଅପରାଧ- ନାହିଁ

ସତ୍ୟପ୍ରକାଶ ନାୟକ, କଂ‌ଗ୍ରେସ ସାଂସଦ ପ୍ରାର୍ଥୀ, ପୁରୀ
ସ୍ଥାବର ସମ୍ପତ୍ତି- ୨୫ ଲକ୍ଷ
ଅସ୍ଥାବର ସମ୍ପତ୍ତି- ୧ କୋଟି ୭ ଲକ୍ଷ ୫୭ ହଜାର ୫୯
ଅପରାଧ- ୪ଟି ମାମଲା

ମହେଶ୍ବର ମହାନ୍ତି, ବିଜେଡି ବିଧାୟକ ପ୍ରାର୍ଥୀ, ପୁରୀ
ସ୍ଥାବର ସମ୍ପତ୍ତି- ୧ କୋଟି ୬ ଲକ୍ଷ ୪୦ ହଜାର
ଅସ୍ଥାବର ସମ୍ପତ୍ତି- ୧ କୋଟି ୫୨ ଲକ୍ଷ ୬୮ ହଜାର ୬୧୯
ଅପରାଧ- ନାହିଁ

ଉମାକାନ୍ତ ସାମନ୍ତରାୟ, ବିଜେଡି ବିଧାୟକ ପ୍ରାର୍ଥୀ, ସତ୍ୟବାଦୀ
ସ୍ଥାବର ସମ୍ପତ୍ତି- ୧୮ ଲକ୍ଷ ୨୦ ହଜାର ୪୦୦
ଅସ୍ଥାବର ସମ୍ପତ୍ତି- ୧ କୋଟି ୬୪ ଲକ୍ଷ ୯୩ ହଜାର ୮୫୭
ଋଣ ଓ ଅନ୍ୟାନ୍ୟ- ୪୫ ହଜାର ୫୫୫
ଅପରାଧ- ୨ଟି ମାମଲା

ପ୍ରଦୀପ କୁମାର ମହାରଥୀ, ବିଜେଡି ବିଧାୟକ ପ୍ରାର୍ଥୀ, ପିପିଲି
ସ୍ଥାବର ସମ୍ପତ୍ତି- ୪ କୋଟି ୩୩ ଲକ୍ଷ ୧୭ ହଜାର ୪୫୦
ଅସ୍ଥାବର ସମ୍ପତ୍ତି- ୧ କୋଟି ୯୧ ଲକ୍ଷ ୨୨ ହଜାର ୧୭୭
ଅପରାଧ- ୨ଟି ମାମଲା

ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ବିଧାୟକ ପ୍ରାର୍ଥୀ, ବ୍ରହ୍ମଗିରି
ସ୍ଥାବର ସମ୍ପତ୍ତି- ୪୮ ଲକ୍ଷ ୩୦ ହଜାର ୮୦୦
ଅସ୍ଥାବର ସମ୍ପତ୍ତି- ୫୮ ଲକ୍ଷ ୩୦ ହଜାର ୨୨୭
ଅପରାଧ- ୨ଟି ମାମଲା

ସମୀର ରଞ୍ଜନ ଦାଶ, ବିଜେଡ଼ି ବିଧାୟକ ପ୍ରାର୍ଥୀ, ନିମାପଡ଼ା
ସ୍ଥାବର ସମ୍ପତ୍ତି- ୧ କୋଟି ୨୨ ଲକ୍ଷ ୧୭ ହଜାର
ଅସ୍ଥାବର ସମ୍ପତ୍ତି- ୧ କୋଟି ୨୧ ଲକ୍ଷ ୩୭ ହଜାର ୮୧୬
ଅପରାଧ- ଗୋଟିଏ ମାମଲା

ସମ୍ବନ୍ଧିତ ଖବର