ପାରା-ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ -୨୦୧୯ର ସିଙ୍ଗଲ୍ସ, ଡବଲ୍ସରେ ବ୍ରୋଞ୍ଜ ଜିତିଲେ ଓଡ଼ିଶାର ପ୍ରମୋଦ ଭଗତ

ଭୁବନେଶ୍ୱର : ଓଡ଼ିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଡେନମାର୍କର ଓଡେନ୍ସଠାରେ ଅନୁଷ୍ଠିତ ପାରା-ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ୨୦୧୯ରେ ଏସଏଲଥ୍ରୀ ସିଙ୍ଗଲ୍ସ ଓ ଡବଲ୍ସ ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟ୍ଵିଟ କରି ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ତାଙ୍କ ପାଇଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

ସମ୍ବନ୍ଧିତ ଖବର

Comments are closed.