ପ୍ରଫେସର ଈଶାନ କୁମାର ପାତ୍ର ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ

ଭୁବନେଶ୍ୱର: ମଧ୍ୟପ୍ରଦେଶ ଗୋଆଲିୟରର ଜିଓ୍ଵାଜୀ ବିଶ୍ୱବିଦ୍ୟାଳୟର ନ୍ୟୁରୋସାଇନ୍ସ ଓ ଜୁଲୋଜି ବିଭାଗର ପ୍ରଫେସର ଈଶାନ କୁମାର ପାତ୍ରଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର କୂଳପତି ଭାବେ ଆଜି ରାଜ୍ୟପାଳ ଡ. ଏସସି ଜମୀର ନିଯୁକ୍ତି ଦେଇଛନ୍ତି। ପ୍ରଫେସର ପାତ୍ରଙ୍କ ନିଯୁକ୍ତି ସମ୍ପର୍କୀତ ବିଜ୍ଞପ୍ତି ଆଜି ରାଜଭବନ ପକ୍ଷରୁ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର