୨୩ ବିଚାରବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲା ଜଜ୍‌ କ୍ୟାଡରକୁ ପଦୋନ୍ନତି

କଟକ : ‌ଜିଲ୍ଲା ଜଜ୍ କ୍ୟାଡରକୁ ୨୩ ଜଣ ବିଚାରବିଭାଗୀୟ ଅଧିକାରୀଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି। ନିୟମିତ ‌ପଦୋନ୍ନତି ପ୍ରକ୍ରିୟାରେ ଏହି ଅଧିକାରୀଙ୍କୁ ଚଳିତ ବର୍ଷ ଜିଲ୍ଲା ଜଜ୍ କ୍ୟାଡରରେ ନୁଯୁକ୍ତି ପାଇଁ ଚୟନ କରାଯାଇଛି। ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପଦୋନ୍ନତି ପାଇଥିବା ଅଧିକାରୀମାନେ ହେଲେ ନିର˚ଜନ କୁମାର ଜେନା, ରାଜକିଶୋର ମହାପାତ୍ର, ପ୍ରଣତୀ ସାହା, ସ୍ବାଗତୀ ଦାସ, ଆଶିଷ କୁମାର ତ୍ରିପାଠୀ, ବଦ୍ରିନାରାୟଣ ନନ୍ଦ, ଡକ୍ଟର ଜୀବନ ଜ୍ୟୋତି ରଥ, ଡକ୍ଟର ଭି. ସୁଜାତା, ସୁରେଶ ଚନ୍ଦ୍ର ପ୍ରଧାନ, ପାର୍ଥସାରଥୀ ପଟ୍ଟନାୟକ, ରାଜା ରଂଜନ ପାଢୀ, ରାଜେଶ ଦାଶ, ସସ୍ମିତା ପହୀ, ମଦନଲାଲ ଖେଡିଆ, ସୂର୍ଯ୍ୟନାରାୟଣ ଦ୍ବିବେଦୀ, ସତ୍ୟର˚ଜନ ପ୍ରଧାନ, ମିନାକ୍ଷୀ ଦାସ, ପ୍ରଣୟ କୁମାର ଦାସ, ତନ୍ମୟ କୁମାର ମହାନ୍ତି, ବନ୍ଦନା କର, ଅଖିଳ କୁମାର ପଶ୍ଚିମକବାଟ, ସୁବାସ କୁମାର ବିହାରୀ ଓ ଦିଲ୍ଲୀପ କୁମାର ବିଶ୍ବାଳ ା

ସମ୍ବନ୍ଧିତ ଖବର