ମନମୁଣ୍ଡା ରେଞ୍ଜରୁ ଶ୍ରୀକ୍ଷେତ୍ର ଗଲା ୪୩ ଖଣ୍ଡ ରଥ କାଠ

ବୌଦ୍ଧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜରେ ପୂର୍ବରୁ ଚିହ୍ନଟ ହୋଇଥିବା ୪୩ଖଣ୍ଡ ରଥ କାଠକୁ ଆଜି ସମସ୍ତ ରୀତିନୀତିରେ ପୂଜା କରାଯାଇ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ପଠାଯାଇଛି। ଏଥିରେ ୨୬୭ଖଣ୍ଡ ଧଉଁରା ଓ ୧୬ଖଣ୍ଡ ଥାଟି ଗଛର କାଠ ଥିବା ଜଣାଯାଇଛି। ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ରଥକାଠ ଗାଡ଼ିକୁ ସବୁଜ ପତାକା ଦେଖାଇଥିଲେ।

ସମ୍ବନ୍ଧିତ ଖବର