ପୁରୁଷୋତ୍ତମ ସାହୁ ଓଡ଼ିଶା ଜନଗଣନା ନିର୍ଦେଶକ

ଭୁବନେଶ୍ୱର : ୨୦୦୩ ବ୍ୟାଚ୍‌ ଆଇଏଏସ୍‌ ପୁରୁଷୋତ୍ତମ ସାହୁ ରାଜ୍ୟର ଜନଗଣନା ଅପରେସନର ନୂତନ ନିର୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଏହା ସହିତ ସେ ରାଜ୍ୟର ନାଗରିକ ପଞ୍ଜୀକରଣ ନିର୍ଦେଶକ ଦାୟିତ୍ୱ ତୁଲାଇବେ।

ସମ୍ବନ୍ଧିତ ଖବର