କୁଟୁରା ଗିଳି ଅଜଗର ମଲା

ବୁଗୁଡ଼ା : ବୁଗୁଡ଼ା ଥାନା ମୋଟାବାଡ଼ି ଗ୍ରାମ ନିକଟରେ କୁଟୁରାକୁ ଗିଳିବା ପରେ ଏକ ଅଜଗର ସାପର ମୃତ୍ୟୁ ହୋଇଛି। କୁଟୁରାକୁ ଗିଳିବା ପରେ ଅଜଗରଟି ପଦର ମାଳରେ ପଡ଼ି ରହିଥିଲା। ଲୋକେ ତାଙ୍କୁ ରସିରେ ବାନ୍ଧି ବନବିଭାଗକୁ ସୂଚନା ଦେଇଥିଲେ। କିଛି ସମୟ ପରେ ଅଜଗରଟିର ମୃତ୍ୟୁ ହୋଇଥିଲା। ସାପଟିକୁ ଚକୁଡ଼ିବାରୁ ତା’ର ଶରୀରରୁ ମଲା କୁଟୁରାକୁ ବାହାର କରା ଯାଇଥିଲା। ଅଜଗରଟି ୧୨ ଫୁଟ ଲମ୍ବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର