ବାଲେଶ୍ୱର: କ୍ୟୁଆର- ସାମ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ଆଜି ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟେରିମ ଟେଷ୍ଟ ରେଞ୍ଜର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ କୁଇକ୍‌ ରେସପନ୍ସ ସରଫେସ ଟୁ ଏୟାର( କ୍ୟୁଆର- ସାମ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ସକାଳ ୧୦ଟା ୫୮ ମିନିଟ୍‌ ସମୟରେ ଏହି କ୍ଷପଣାସ୍ତ୍ରକୁ ପରୀକ୍ଷଣ କରାଯଇଥିଲାା। ସ ଏହା ସଫଳ ଳକ୍ଷ୍ୟ ଭେଦ କରିଥିଲାା। ଏହି କ୍ଷପଣାସ୍ଥାର ମାରକ କ୍ଷମତା ୨ରୁ ୩୦ କିଲୋମିିଟର। ଏହାର ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରି ପାରିବ।

ସମ୍ବନ୍ଧିତ ଖବର