ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ –ବିଧାୟକ ରବି ନାରାୟଣ ପାଣି

0

ଭୁବନେଶ୍ୱର: ଆଜି ବିଜେଡିରୁ ପୁଣି ଇସ୍ତଫା ଦେଇଛନ୍ତି ଜଣେ ବରିଷ୍ଠ ନେତା। ସେ ହେଲେ ପୂର୍ବତନ ସାଂସଦ –ବିଧାୟକ ରବି ନାରାୟଣ ପାଣି । ସେ ନବୀନ ନିବାସ ଯାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ଦଳର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିବା କହିଲେ। ସେ ଦେବଗଡ଼ର ଲୋକସଭା ସଦସ୍ୟ ଏବଂ ପାଲ୍ଲହଡାର ବିଧାୟକ ଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.