ରଞ୍ଜୀବଙ୍କୁ ମୁଖପାତ୍ର ଦାୟିତ୍ବ

ଭୁବନେଶ୍ବର : ରାଜ୍ୟସଭା ସାଂସଦ ତଥା କଂଗ୍ରେସର ବରିଷ୍ଠ ନେତା ରଞ୍ଜୀବ ବିଶ୍ୱାଳଙ୍କୁ ଦଳ ନୂଆ ଦାୟିତ୍ୱ ଦେଇଛି। ଗୁରୁବାର ରଞ୍ଜୀବ ବିଶ୍ୱାଳଙ୍କୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି। ରଞ୍ଜୀବଙ୍କ ନାଁରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋହର ମାରିଛନ୍ତି । ୨୦୧୪ ମସିହାରେ େସ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର