ଅଡ଼ବା/ପାରଳାଖେମୁଣ୍ଡି : ଅଡ଼ବା ଥାନା ଅନ୍ତର୍ଗତ ବିରିକୋଟ ପଞ୍ଚାୟତର ବାଲିବନ୍ଧ ଗ୍ରାମରେ ୨୦୧୭ ମସିହାରେ ହୋଇଥିବା ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ପାରଳାଖେମୁଣ୍ଡି ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅରୁଣ କୁମାର ସାହୁ ଟୁନୁ ମଣ୍ଡଳକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୫ ବର୍ଷ ସଶ୍ରମ କାରାଦଣ୍ଡ ଓ ଦଶ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।
ଦୁଷ୍କର୍ମ ଅଭିଯୁକ୍ତକୁ ୧୫ ବର୍ଷ ସଶ୍ରମ ଜେଲ୍
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)