ରଥ ଖଳା ହାଲଚାଲ : ଅଖରେ ଲାଗିଲା ମେଣ୍ଢି

0 19

ପୁରୀ : ରଥଖଳାରେ ରଥ ନିର୍ମାଣ କାମ ଆଗେଇ ଚାଲିଛି। ଆଜି ଅଖ ମଝିରେ ମେଣ୍ଢି ଲାଗିଛି। ଆସନ୍ତାକାଲି ରଥଖଳାରେ ଦଣ୍ଡା ଅନୁକୁଳ ହୋଇ ଏହା ସବୁ ଉପରକୁ ଉଠିବ। ରଥଖଳାରେ ମହାରଣା ସେବକମାନେ ମେଣ୍ଢି ପ୍ରସ୍ତୁତ କରିଥିବା ଭୋଇ ସେବକମାନେ ଏହାକୁ ଅଖରେ ଲଗାଇଛନ୍ତି। ତିନି ରଥର ସମସ୍ତ ଚକ, ଅଖ ନିର୍ଧାରିତ ସମୟ ପୂର୍ବରୁ ନିର୍ମାଣ ସରିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.