ରେଙ୍ଗାଲି ଡ୍ୟାମର ଗୋଟିଏ ଗେଟ୍‌ ଖୋଲିଲା

ପାଲଲହଡ଼ା : ଆଜି ରେଙ୍ଗାଲି ଡ୍ୟାମର ଗେଟ୍‌ ଖୋଲାଯାଇଛି। ଡ୍ୟାମରେ ଜଳବର୍ତ୍ତନ ବୃଦ୍ଧି ପାଉଥିବାରୁ ଏହାର ଗୋଟିଏ ଗେଟ୍‌ ଖୋଲାଯାଇଛି। ବର୍ତ୍ତମାନ ଡ୍ୟାମର ଜଳପତନ ୧୨୨.୪୪ ମିଟର ରହିଛି। ଡ୍ୟାମ ମଧ୍ୟକୁ ୨୫୫୦ ଘନମିଟର ଜଳ ପ୍ରବେଶ କରୁଥିବା ବେଳେ ୨୧୨୦ ଘନମିଟର ଜଳ ନିଷ୍କାସିତ ହେଉଛି।

ସମ୍ବନ୍ଧିତ ଖବର