ରାଉରକେଲା: ଷ୍ଟେଟ୍‌ ବ୍ୟାଙ୍କ୍‌ର ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡ

ରାଉରକେଲା: ଶନିବାର ପ୍ରତ୍ୟୁଷରେ ବିଶ୍ରା ଛକ ଠାରେ ଥିବା ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ମୁଖ୍ୟ ଶାଖାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।

ବିଜୁଳି ସର୍ଟ ସର୍କିଟ୍‌ ଯୋଗୁଁ ନିଅାଁ ଲାଗିଥିଲା। ନିଅାଁ ଲିଭାଇବାକୁ ସେଠାରେ ୬ଟି ଦମକଳ ନିୟୋଜିତ ହୋଇଥିଲା। ଭୋର୍‌ ସାଢ଼େ ତିନିଟା ପରେ ଘଟିଥିବା ଅଗ୍ନିକାଣ୍ଡରେ ବ୍ୟାଙ୍କ୍‌ର ବହୁ ଜିନିଷ ପୋଡ଼ି ବ୍ୟାପକ କ୍ଷୟକ୍ଷତି ହୋଇଛି।

ସମ୍ବନ୍ଧିତ ଖବର